ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫ ଜିଲ୍ଲା ପାଇଁ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ,
୧. ସ୍ମୃତି ରଞ୍ଜନ ନାୟକ- କଟକ ଜିଲ୍ଲା ସଭାପତି
୨.ଅନୁରବ ସିଂ- ଅନୁଗୁଳ ଜିଲ୍ଲା ସଭାପତି
୩. ଅଭିଷେକ ସାହୁ- ମୟୁରଭଞ୍ଜ ଜିଲ୍ଲା ସଭାପତି
୪. ପଙ୍କଜ କୁମାର ଜୟସ୍ୱାଲ- ରାଉରକେଲା ସଭାପତି
୫. ମନୋଜ ଦୀପ- ନୂଆପଡା ଜିଲ୍ଲା ସଭାପତି










