29.1 C
Bhubaneswar
Monday, May 11, 2026
Homeଓଡିଶାଅଟୋରେ ଅସଦାଚରଣ: ଡ୍ରାଇଭର ଗିରଫ

ଅଟୋରେ ଅସଦାଚରଣ: ଡ୍ରାଇଭର ଗିରଫ

କଟକ: ଚଳନ୍ତା ଅଟୋରେ ନାବାଳିକାଙ୍କୁ ଜଣେ ଅଟୋଚାଳକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିବା ନେଇ ସୂଚନା ମିଳିଛି। ଅଭିଯୋଗକୁ ଅଧାରରେ ପୋଲିସ ଅଭିଯୁକ୍ତ ଅଟୋ ଚାଳକଙ୍କୁ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ। ଗିରଫ ଅଟୋ ଚାଳକ ଜଗତସିଂହପୁରର ହୋଇଥିବା ନେଇ ସୂଚନା ଦେଇଛନ୍ତି। ନାବାଳିକା ଜଣକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ। ଶିଖରପୁର ନିକଟରେ ଅଟୋରେ ଆସୁଥିବାବେଳେ ନାବାଳିକାଙ୍କୁ ଅଟୋ ଚାଳକ ଜଣକ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking