25.1 C
Bhubaneswar
Saturday, December 6, 2025
Homeଓଡିଶାସାପ କାମୁଡାରେ ୨ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ୨ ମହିଳାଙ୍କ ମୃତ୍ୟୁ

ମୟୂରଭଞ୍ଜ: ସାପ କାମୁଡାରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲା ଉଦଳା ଓ କପ୍ତିପଦା ଥାନା ଅଞ୍ଚଳର ଘଟଣା । ମୃତକ ହେଲେ କପ୍ତିପଦା ଗୋଳାଗଡିଆ ଗାଁର ଜୟନ୍ତୀ ବେହେରା । ଘରେ ଶୋଇଥିବାବେଳେ ଜୟନ୍ତୀଙ୍କୁ ସାପ କାମୁଡିଥିଲା । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୟନ୍ତୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଏକ ମୃତକ ହେଲେ ଉଦଳା ମଉଦା ଗାଁର ସୁକାନ୍ତି ବାସ୍କେ । କାଠ ଗୋଟଉଥିବା ସମୟରେ ସାପ କାମୁଡିବାରୁ ମୃତ୍ୟୁବରଣ କରିଛନ୍ତି ସୁକାନ୍ତି । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking