31.1 C
Bhubaneswar
Friday, September 4, 2026
Homeଓଡିଶାରାଉରକେଲା ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର !

ରାଉରକେଲା ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର !

ରାଉରକେଲା : ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।ଅଭିଯୋଗ ମୁତାବକ, ଟିକେଟ କରିଦେବାକୁ କହି ଜଣେ ରେଲୱେ କର୍ମଚାରୀ ଯୁବତୀଙ୍କୁ ବଳାତ୍କାର କରିଛନ୍ତି। ଯୁବତୀଙ୍କ ଅଭିଯୋଗ ପରେ ଜିଆର୍‌ପି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ରାଉରକେଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking