31.1 C
Bhubaneswar
Friday, September 4, 2026
Homeଓଡିଶାନ୍ୟୁଜ୍ ଆଜି ସନ୍ଧ୍ୟା ୭ରୁ ୫ ଘଣ୍ଟା ଦର୍ଶନ ବନ୍ଦ : ସରିଲା ଗର୍ଭୋଦକ ବନ୍ଦାପନା

ନ୍ୟୁଜ୍ ଆଜି ସନ୍ଧ୍ୟା ୭ରୁ ୫ ଘଣ୍ଟା ଦର୍ଶନ ବନ୍ଦ : ସରିଲା ଗର୍ଭୋଦକ ବନ୍ଦାପନା

ପୁରୀ: ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ କୃଷ୍ଣଜନ୍ମ ନୀତି ପାଳିତ ହେବ। ତେଣୁ ଶୁକ୍ରବାର ସନ୍ଧ୍ୟା ଧୂପ ଭୋଗ ଛେକ ଆସିବା ପରେ ଶ୍ରୀକୃଷ୍ଣ ଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ ଆପାତତଃ ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିରେ ପୂଜାର୍ଚ୍ଚନା ବିଧି ପାଳନ କରାଯିବ। ଏହା ପୂର୍ବରୁ ଆଜି ସନ୍ଧ୍ୟା ଧୂପ ଓ ପ୍ରସାଦ ଲାଗି ପରେ ତିନି ଠାକୁରଙ୍କୁ ବନ୍ଦାପନା କରାଯାଇଥିଲା। ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋଟିଏ ଅଧିକ ବନ୍ଦାପନା ହୋଇଥିଲା। ଶ୍ରୀମନ୍ଦିର ପରିଭାଷାରେ ଏହା ଥିଲା ଗର୍ଭୋଦକ ବନ୍ଦାପନା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking