17.1 C
Bhubaneswar
Tuesday, December 9, 2025
Homeଓଡିଶାସରକାର ଆଜି ଭୟଭୀତ: ବିଜେଡି

ସରକାର ଆଜି ଭୟଭୀତ: ବିଜେଡି

ଭୁବନେଶ୍ୱର: ସରକାର ଆଜି ଭୟଭୀତ । ବିଜେଡି   ସାମ୍ବାଦିକ ସମ୍ମିଳନୀ  କରି କହିଛି , ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କ ସ୍ୱର ଉତ୍ତୋଳନ ଅଧିକାର  ଅଛି ।  ଶାନ୍ତିପୂଣ୍ଣ ଆନ୍ଦୋଳନ ବେଳେ ଲୁହବୁହା ଗ୍ୟାସ ପ୍ରୟୋଗ ହେଲା ।  ବୁଲେଟ ଫାୟାର ହୋଇଥିବା ବିଜେଡି ଅଭିଯୋଗ କରିଛି । ବୁଲେଟ ଫାୟାରରେ ୧୦୦ରୁ ଅଧିକ ଆହତ । ପୁଲିସ ଠାରୁ ଏପରି ବ୍ୟବହାର କେବେ ବି ଆଶା ନଥିଲା । ସରକାରଙ୍କ ଚାମଚଗିରି କରିବା ବନ୍ଦ କରୁ ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking