28.4 C
Bhubaneswar
Tuesday, June 23, 2026
Homeଓଡିଶାନାଳରେ ପଡି ୩ ବର୍ଷର ଶିଶୁପୁତ୍ର ମୃତ

ନାଳରେ ପଡି ୩ ବର୍ଷର ଶିଶୁପୁତ୍ର ମୃତ

ବୈପାରୀଗୁଡା: ବୈପାରିଗୁଡା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସମ୍ନାକୁ ଆସିଛି । ନାଳରେ ପଡି ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ପୂଜାରୀଗୁଡା ସାନପାବଲିଗୁଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନାଳରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମବାହିନୀ । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖୋଳିଯାଇଛି । ଅଧିକ ତଥ୍ୟ ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking