ଭୁବନେଶ୍ୱର: ତ୍ୱରାନ୍ୱିତ ହେବ ନିଯୁକ୍ତି ପ୍ରକ୍ରିୟା । ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦିଆଯାଇଛି । ସଚିବସ୍ତରୀୟ ବୈଠକ ଡାକିଲେ ରାଜ୍ୟ ସରକାର । ସବିଶେଷ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ବିଭାଗକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି । ୪୧ ଟି ବିଭାଗରେ ୩ ଲକ୍ଷ ୮୭ ହଜାର ୭୦୬ ପଦବୀ ରହିଛି । ସେଥି ମଧ୍ୟରୁ ୯୬ ହଜାର ୮୫୪ ପଦବୀ ଖାଲି ପଡିଛି ।










