15.1 C
Bhubaneswar
Monday, December 8, 2025
Homeଓଡିଶା୩ ଟପ ମାଓବାଦୀ ନିହତ

୩ ଟପ ମାଓବାଦୀ ନିହତ

ମାଲକାନଗିରି: ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ତିନି ଦୁର୍ଦ୍ଦାନ୍ତ ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ତିନି ମୃତକ ହେଲେ ଗଜରଲା ରବି ଓରଫ ଉଦୟ, ରବି ଭେଙ୍କଟା ଚୈତନ୍ୟା ଓରଫ ଅରୁଣା  ଏବଂ ଅଞ୍ଜୁ । ଏମାନଙ୍କ ନାଆଁରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।ପ୍ରଥମଙ୍କ ନାମରେ ୨୫ ଲକ୍ଷ, ଦ୍ବିତୀୟଙ୍କ ନାମରେ ୨୦ ଲକ୍ଷ ଓ ତୃତୀୟ ମାଓବାଦୀଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା।  ମାଲକାନଗିରି ସୀମାନ୍ତ ମରଡପଲ୍ଲୀ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ଘଟଣାସ୍ଥଳରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଜଙ୍ଗଲ ମଧ୍ୟରେ ମାଓବାଦୀ ଲୁଚିନେଇଥିବା ନେଇ ସର୍ଚ୍ଚ ଅପରେସନ ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking