ଭୁବନେଶ୍ୱର : ନେପାଳ ସରକାରଙ୍କ ଦୁଇଜଣ ପ୍ରତିନିଧି ଓଡିଶା ଆସିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି । ମୁଖ୍ୟଶାସନ ସଚିବଙ୍କ ଉପସ୍ଥିତିରେ ବୈଠକ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ , ଗୃହ ସଚିବ ସହ ଆଲୋଚନା ହୋଇଛି । ଉଭୟ ପକ୍ଷ ଘଟଣାକୁ ନେଇ ଆଲୋଚନା କରିଛନ୍ତି । ପିଲାଙ୍କ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି ।










