31.4 C
Bhubaneswar
Sunday, June 21, 2026
Homeଅପରାଧପରକୀୟା ପ୍ରୀତି; ରାଜଧାନୀରେ ଗଡ଼ିଲା ମୁଣ୍ଡ

ପରକୀୟା ପ୍ରୀତି; ରାଜଧାନୀରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର : ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ପରକୀୟା ପ୍ରୀତି ପାଇଁ ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଖବର ଶନିବାର ସାମ୍ନାକୁ ଆସିଛି। ଗାଡକଣ ଶ୍ରୀ ସାଇ ବିହାରରେ କଟୁରୀରେ ହାଣି ହତ୍ୟା। ସ୍ତ୍ରୀ ସହ ପରକୀୟାରେ ସମ୍ପୃକ୍ତ ବ୍ୟକ୍ତିକୁ ହାଣିଦେଲା ସ୍ୱାମୀ। ଖବର ପାଇ ସାଇଣ୍ଟିଫିକ୍ ଟିମ୍ ଓ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫ କରିଛି। ସୂଚନାନୁଯାୟୀ, ଅଭିଯୁକ୍ତ ନୀଳକଣ୍ଠ ମହାନ୍ତି (୪୫) ତାଙ୍କ ସ୍ତ୍ରୀ ଏବଂ ମୃତକଙ୍କ ମଧ୍ୟରେ ଖରାପ ସମ୍ପର୍କ ଥିବା ସନ୍ଦେହରେ ସୁସିଲ କୁମାର ସିଂହ (୫୫)ଙ୍କୁ ହତ୍ୟା କରିଛି। ଉଭୟ ମଞ୍ଚେଶ୍ୱର ଥାନାର ଗାଡକଣର ଓମ୍ ସାଇ ବିହାର ଅଞ୍ଚଳର ବାସିନ୍ଦା ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking