28.1 C
Bhubaneswar
Wednesday, March 4, 2026
Homeଦେଶ ବିଦେଶଜମ୍ମୁ-କାଶ୍ମୀରରେ ଆଇଇଡି ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ

ଜମ୍ମୁ-କାଶ୍ମୀରରେ ଆଇଇଡି ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ

ଜମ୍ମୁ ଏବଂ କାଶ୍ମୀର: ଜମ୍ମୁ ଏବଂ କାଶ୍ମୀରର ଅଖନୁର ସେକ୍ଟରର ଲାଲିଆଲିରେ ସନ୍ଦିଗ୍ଧ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED) ବିସ୍ଫୋରଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ ଏକ୍ସ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛି, “ଜମ୍ମୁ କାଶ୍ମୀରର ଅଖନୁର ସେକ୍ଟରର ଲାଲିଆଲିରେ ଏକ ପାଟ୍ରୋଲିଂ ସମୟରେ ସନ୍ଦିଗ୍ଧ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି, ଯାହା ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ନିଜସ୍ୱ ସୈନ୍ୟମାନେ ଏହି ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି ଏବଂ ସର୍ଚ୍ଚ ଅପରେସନ୍ ଚାଲିଛି। ହ୍ୱାଇଟ୍ ନାଇଟ୍ କର୍ପସ ଦୁଇ ବୀର ସୈନିକଙ୍କ ସର୍ବୋଚ୍ଚ ବଳିଦାନକୁ ସାଲ୍ୟୁଟ୍ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking