31.7 C
Bhubaneswar
Wednesday, January 22, 2025
Homeଓଡିଶା୩୦ ବର୍ଷ ପରେ ଏହି ଖାଦ୍ୟକୁ ଏଡାନ୍ତୁ ..   

୩୦ ବର୍ଷ ପରେ ଏହି ଖାଦ୍ୟକୁ ଏଡାନ୍ତୁ ..   

ଭୁବନେଶ୍ୱର:  ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ କାହାକୁ ବା ଭଲ ନ ଲାଗେ । କିନ୍ତୁ ଏଭଳି କିଛି ଖାଦ୍ୟ ଅଛି ଯାହା ଆପଣଙ୍କୁ ୩୦ ବର୍ଷ ହେବା ପରେ ସ୍ୱାସ୍ଥ୍ୟର ହିତକାର ପାଇଁ ଆପଣଙ୍କୁ ଏହି ସବୁ ଖାଦ୍ୟ ଛାଡିବାକୁ ପଡିବ । ବୟବୟସ ସହିତ ଉଭୟ ମନ ଏବଂ ଶରୀର ପରିବର୍ତ୍ତନ ହୁଏ ।  କିନ୍ତୁ ଏହି ପରିବର୍ତ୍ତନଗୁଡିକ ସହିତ ଆମର ଖାଇବା ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆଣିଥାଏ । ଏଭଳି କିଛି ଖାଦ୍ୟ ଅଛି ଯାହା ୩୦ ବର୍ଷ ପରେ ନିୟମିତ ଖାଦ୍ୟ ଖାଇବା ଏବଂ  କିଛି ଖାଦ୍ୟକୁ ସମ୍ପୁର୍ଣ ବନ୍ଦ କରିଦେବା ଉଚିତ । ୩୦ ବର୍ଷ ପରେ କଫିନ ଖାଇବା କମ କରିଦେବା ଉଚିତ । କାରଣ ଏହା ସ୍କିନ ଉପରେ  ପ୍ରଭାବ ପକାଇଥାଏ । ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଚା ପିଉଛନ୍ତି  ତେବେ ଏହାକୁ କମାଇ ଦେବା ଉଚିତ ।   ଚା ଅତ୍ୟଧିକ ପିଇବା ଦ୍ୱାରା   ଶୋଇବା ଏବଂ ଖାଇବା  ଉପରେ ସମସ୍ୟା ସୃଷ୍ଟି କରେ ।  ଡିହାଇଡ୍ରେସନ , ରକ୍ତଚାପ  ଏବଂ ହୃଦଘାତ ଭଳି  ସମସ୍ୟା ହୋଇପାରେ ।  ଏକ ନିର୍ଦ୍ଦିଷ୍ଟ ବୟସ ପରେ  ମସଲାଯୁକ୍ତ ଖାଦ୍ୟକୁ ଏଡାଇବା ଉଚିତ ।  କାରଣ ଏଥିରେ ଚର୍ୱି ଯୁକ୍ତ ଖାଦ୍ୟ ଅଧିକ ରହିଥାଏ  । ଯାହା  ହୃଦ ରୋଗ ହେବାର ଆଶଙ୍କା ଥାଏ । ମଦ୍ୟପାନ  ଠାରୁ ଦୂରରେ ରୁହନ୍ତୁ ।  ଏହା ସହ ଜୀବନଶୈଳିରେ ପରିବର୍ତ୍ତନ ଆଣିବାକୁ ହେଲେ ବ୍ୟାୟାମ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking