34.1 C
Bhubaneswar
Monday, May 25, 2026
Homeଓଡିଶାବ୍ରହ୍ମପୁର କୋର୍ଟ ପରିସରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍

ବ୍ରହ୍ମପୁର କୋର୍ଟ ପରିସରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍

ଗଞ୍ଜାମ: ବ୍ରହ୍ମପୁର କୋର୍ଟ ପରିସରରେ ଆତଙ୍କ, ଖଣ୍ଡା ଧରି ଗୋଡ଼େଇଲା ଯୁବକ। ଜଜଙ୍କୁ ମାରିବାକୁ ଗୋଡ଼େଇଲା ଏହି ଯୁବକ ଜଣକ। ଓକିଲ, ପୁଲିସ ମିଶି ଯୁବକଙ୍କୁ କାବୁ କରିଛନ୍ତି। ପରେ ଏହି ଯୁବକ ଜଣଙ୍କୁ ପୁଲିସ୍ ଥାନାକୁ ନେଇଥିବା ଜଣାପଡିଛି। କିଛି ସମୟ ପାଇଁ କୋର୍ଟ ପରିସରରେ ଭୟର ବାତାବରଣ ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking