32.5 C
Bhubaneswar
Monday, April 20, 2026
Homeଓଡିଶାରଥଖଳାକୁ ଆସିଲା ଆଜ୍ଞାମାଳ: ଅନୁକୂଳ ହେଲା ରଥ ନିର୍ମାଣ

ରଥଖଳାକୁ ଆସିଲା ଆଜ୍ଞାମାଳ: ଅନୁକୂଳ ହେଲା ରଥ ନିର୍ମାଣ

ପୁରୀ: ଅନୁକୂଳ ହେଲା ରଥ ନିର୍ମାଣ । ଆଜି ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହୋଇଛି । ଏହା ଭିତରେ ୩୨୬ ଖଣ୍ଡ କାଠ ରଥଖଳାରେ ରହିଛି  । ରଥ ନିର୍ମାଣକାରୀଙ୍କ ଦ୍ଵାରା ରଥ ନିର୍ମାଣ କରାଯିବ । ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥଖଳା ପ୍ରସ୍ତୁତ ହୋଇଛି । ବନଯାଗ ବିଧିରେ ପୂଜା ସମ୍ପାଦନା କରିବେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣ । ମହାପ୍ରଭୁଙ୍କ ୨୧ ଦିନ ଧରି ଆଜି ଠାରୁ ଚନ୍ଦନ ଯାତ୍ରାରେ ବାହାରିବେ । ଚାପ ଖେଳିବେ ମଦନ ମୋହନ, କୃଷ୍ଣ ବଳରାମ, ପଞ୍ଚୁ ପାଣ୍ଡବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking