27.8 C
Bhubaneswar
Friday, July 3, 2026
Homeଓଡିଶାନାବାଳିକା ବଧୂକୁ ହତ୍ୟା ଅଭିଯୋଗ

ନାବାଳିକା ବଧୂକୁ ହତ୍ୟା ଅଭିଯୋଗ

ବାଲେଶ୍ବର: ନାବାଳିକା ବଧୂକୁ ହତ୍ୟା ଅଭିଯୋଗ। ବାଲେଶ୍ବର ଚାନ୍ଦିପୁର ଥାନା ଅନ୍ତର୍ଗତ ଶାହାରଦା ଗ୍ରାମରୁ ଆସିଛି ଏହି ଅଭିଯୋଗ।  ମୃତ ନାବାଳିକା ଜଣକ ୧୪ ବର୍ଷ ବୟସରେ ବିବାହ କରିଥିବା ଅଭିଯୋଗ ହୋଇଛି।  ଏବେ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି।ନାବାଳିକାଙ୍କ ସ୍ୱାମୀ ଦୁର୍ଘଟଣାରେ ପାରାଲିସିସ ହୋଇ ପଡ଼ିଥିବାରୁ ଶାଶୁ ଶଶୁର ଯୌତୁକ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ନାବାଳିକାଙ୍କ ଶାଶୁ ଘର ଓ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।  ଅନ୍ୟପଟେ ନାବାଳିକାଙ୍କ ମୃତ ଦେହ ବାଲେଶ୍ବର ଶବ ବ୍ୟବଛେଦ କେନ୍ଦ୍ରରେ ରଖା ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking