19.1 C
Bhubaneswar
Monday, January 20, 2025
Homeଓଡିଶାଫ୍ରିଜ ଖାଦ୍ୟକୁ ଆପଣାଉଛନ୍ତି କି ?  ହୋଇଯାଆନ୍ତୁ ସାବଧାନ !

ଫ୍ରିଜ ଖାଦ୍ୟକୁ ଆପଣାଉଛନ୍ତି କି ?  ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ୱର : ଜୀବନଶୈଳୀରେ  ଆଜିକାଲି ଲୋକମାନେ  ରୋଷେଇ କରିବା ପରିବର୍ତ୍ତେ   ବାହାରୁ ଫ୍ରିଜ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।  କିନ୍ତୁ ଆପଣ ଜାଣିଛନ୍ତି କି  ଫ୍ରିଜ ଖାଦ୍ୟ  ଆପଣ ଶରୀରକୁ କେତେ କ୍ଷତି ପହଞ୍ଚାଇ ପାରିବ ।  ଖାଦ୍ୟକୁ ଦୀର୍ଘ ସମୟ ଧରି  ରଖିବା ପାଇଁ  ପ୍ରିଜ ବ୍ୟବହାର କରାଯାଏ ।    ଯାହା ମଧୁମେହ  ରୋଗ ହେବାର ଆଶଙ୍କା ଥାଏ । ଫ୍ରିଜ ଖାଦ୍ୟରେ ପ୍ରୋଟିନ ଅପେକ୍ଷା  ଅଧିକ କ୍ୟାଲୋରୀ ଥାଏ । ଅଧିକ ପରିମାଣର କାର୍ବୋହାଇଡ୍ରେଟ ଯୋଗୁଁ ଓଜନ ବୃଦ୍ଧି ପାଏ ।  ଫଅରିଜ ଖାଦ୍ୟରେ  ଭିଟାମିନ ଏବଂ ମିନେରାଲ୍ସ  ଅଭାବ ଦେଖାଦେଇଥାଏ । ବହୁ ପରିମାଣରେ କୋଲେଷ୍ଟ୍ରେଲକୁ ବଢାଇଥାଏ ।  ଖାଦ୍ୟରେ ଅଧିକ ପରିମାଣରେ  ସୋଡିୟମ ଥାଏ । ଯାହା ବ୍ଲଡ ପ୍ରେସରକୁ ବଢାଇଥାଏ । ଯଦି  ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି ତେବେ ଫ୍ର୍ରିିଜ ଖାଦ୍ୟକୁ ଏଡାଇବାକୁ ଚେଷ୍ଟା କରନ୍ତୁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking