31.1 C
Bhubaneswar
Tuesday, October 13, 2026
Homeଓଡିଶାଓଡିଶା ଆସିବେ ଆଉ ୩ ମହାବଳ ବାଘ – ମନ୍ତ୍ରୀ

ଓଡିଶା ଆସିବେ ଆଉ ୩ ମହାବଳ ବାଘ – ମନ୍ତ୍ରୀ

ଭୁବନେଶ୍ୱର : ଓଡିଶାକୁ  ଆସିବେ  ଆଉ ୩ ମହାବଳ ବାଘ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ  ଗଣେଶରାମ ସିଂ ଖୁଣ୍ଡିଆଙ୍କ ସୂଚନା ରହିଛି । ଆଉ ୩ ବାଘ ଆଣିବା ନେଇ ବିଚାର ବିମର୍ଶ ଚାଲିଛି । ଓଡିଶା ଅଣାଯାଇଥିବା ୩ ମହାବଳ ବାଘଙ୍କୁ   ସେମାନଙ୍କୁ ଡ୍ୱ୍‌ିଗଡ ଅଭୟାରଣ୍ୟରେ ଛଡାଯିବ । ଆହୁରି କହିଛନ୍ତି ୫ ମହାବଳରୁ  ଯମୁନା, ଜିନତ ଆସିସାରିଛନ୍ତି  । ଏବେ ଆଉ ୩ ଆସିବେ । ଯମୁନା , ଜିନତ ଖାପ ଖୁଆଇଲା ପରେ ଆଉ ଆଣିବାକୁ ନିଷ୍ପତ୍ତି ନିଆଯିବ କହିଛନ୍ତି  ମନ୍ତ୍ରୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking