31.1 C
Bhubaneswar
Tuesday, October 13, 2026
Homeଓଡିଶାସମୁଦ୍ରର ଲହଡ଼ି ମାଡ଼ରେ ଭାଙ୍ଗିଲା ବୋଟ୍

ସମୁଦ୍ରର ଲହଡ଼ି ମାଡ଼ରେ ଭାଙ୍ଗିଲା ବୋଟ୍

ପାରାଦୀପ: ପାରାଦୀପ-ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଅଘଟଣ । ସମୁଦ୍ରର ଲହଡ଼ି ମାଡ଼ରେ ଭାଙ୍ଗିଲା ବୋଟ୍ । ଏକ ବୋଟ୍ ଭାଙ୍ଗି ଦୁଇଫାଳ ହୋଇଯାଇଥିବା ସୂଚନା ମିଳିଛି । ବୋଟରେ ସମୁଦ୍ରରୁ ମାଛ ଧରି ଫେରୁଥିବା ବେଳେ ସମୁଦ୍ର ମୁହାଁଣ ମୁହଁରେ ଉଚ୍ଚ ଲହଡ଼ି ବୋଟ ଦେହରେ ମାଡ ହେବାରୁ ବୋଟ ଦୁଇଫାଳ ହୋଇଯାଇଥିଲା । ମାଛ ଧରି ଫେରୁଥିବା ଅନ୍ୟ ଏକ ବୋଟ ସହାୟତାରେ ୫ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking