31.1 C
Bhubaneswar
Tuesday, October 13, 2026
Homeଓଡିଶାସର୍ଟ ସର୍କିଟକୁ ଜଳିଗଲା ସ୍କର୍ପିଓ

ସର୍ଟ ସର୍କିଟକୁ ଜଳିଗଲା ସ୍କର୍ପିଓ

କେନ୍ଦୁଝର: ସର୍ଟ ସର୍କିଟକୁ ଜଳିଗଲା ସ୍କର୍ପିଓ । କେନ୍ଦୁଝର ଜିଲ୍ଲା ବଡବିଲ ଥାନା ୪ ନମ୍ବର ୱାର୍ଡରେ ଗୋଟିଏ ସ୍କର୍ପିଓ କାର ଜଳିଯାଇଛି । ମଧ୍ୟ ରାତିରେ ସ୍ଥାନୀୟ ବାସିନ୍ଦା ମହାବୀର ପ୍ରସାଦ ସିଂହଙ୍କ ଡ୍ରାଇଭର ପ୍ରତିଦିନ ଭଳି ତାଙ୍କ ସ୍କର୍ପିଓ ନେଇ ଘର ପାଖକୁ ଯାଇଥିଲେ । ଘର ପାଖରେ ହଠାତ ଗାଡିରୁ ଧୂଆଁ ବାହାରି ନିଆଁ ଲାଗିଯାଇଥିଲା । ଡ୍ରାଇଭର ପ୍ରଥମେ ନିଜେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ପରେ ସେ ଗାଡି ମାଲିକଙ୍କୁ ଖବର ଦେଇଥିଲେ ସେତେବେଳକୁ ନିଆଁରେ ସମ୍ପୁର୍ଣ୍ଣ ଜଳିଯାଇଥିଲା ଗାଡିଟି । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking