30.1 C
Bhubaneswar
Monday, October 12, 2026
Homeଓଡିଶାଆଜି ନବରାତ୍ରୀର ଦ୍ୱିତୀୟ ଦିନ: ସରସ୍ୱତୀ ବେଶରେ ଦର୍ଶନ ଦେଲେ ମା’

ଆଜି ନବରାତ୍ରୀର ଦ୍ୱିତୀୟ ଦିନ: ସରସ୍ୱତୀ ବେଶରେ ଦର୍ଶନ ଦେଲେ ମା’

ଭୁବନେଶ୍ୱର: ଆଜି ନବରାତ୍ରୀର ଦ୍ୱିତୀୟ ଦିନ । ଆଜି ମାଆ ଦୁର୍ଗାଙ୍କ ଦ୍ୱିତୀୟ ସ୍ୱରୁପ ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଏ । ଧୈର୍ଯ୍ୟ ଓ ତପସ୍ୟାର ପ୍ରତୀକ ମା ବ୍ରହ୍ମଚାରିଣୀ ଙ୍କ ଆରାଧନା ପାଇଁ ବିଭିନ୍ନ ଶକ୍ତିପୀଠରେ ଲାଗିଛି ଭକ୍ତଙ୍କ ଭିଡ । ସକାଳୁ ମନ୍ଦିରଗୁଡିକରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ମାଙ୍କୁ ଦର୍ଶନ କରିବା ସହ ଭକ୍ତମାନେ ନିଜ ପରିବାରର ସୁଖ, ଶାନ୍ତି ଓ ସମ୍‌ୃଦ୍ଧି ପାଇଁ କରିଛନ୍ତି ପ୍ରାର୍ଥନା । ମା’ଙ୍କ ଦିବ୍ୟ ସରସ୍ୱତୀ ବେଶ ଦର୍ଶନ କରିବା ପାଇଁ ଶକ୍ତିପୀଠରେ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତମାନେ ମାଆଙ୍କ ଦର୍ଶନ କରି ନିଜ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛନ୍ତି । ନବରୀତ୍ରୀ ଅବସରରେ ମାଆଙ୍କ ବିଭିନ୍ନ ବେଶ ଓ ପୂଜାବିଧିକୁ ନେଇ ଶକ୍ତିପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking