20.1 C
Bhubaneswar
Friday, December 26, 2025
Homeଓଡିଶାଖୁବଶୀଘ୍ର କ୍ଷତିପୂରଣ ଦିଅ :  ନବୀନ

ଖୁବଶୀଘ୍ର କ୍ଷତିପୂରଣ ଦିଅ :  ନବୀନ

ଗଞ୍ଜାମ ଶେରଗଡରେ  ଚାଷ କ୍ଷତି ଦେଖିଲେ ନବୀନ ପଟ୍ଟନାୟକ ।  କ୍ଷତିଗ୍ରସ୍ତ ଚାଷ ଜମି ବୁଲିବା ସହ ଚାଷୀଙ୍କୁ ଭେଟିଲେ । କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବଶୀଘ୍ର କ୍ଷତିପୂରଣ  ଦେବାକୁ କହିଲେ ନବୀନ । ମୋ ସରକାରରେ ଯେପରି ଶୀଘ୍ର ଦିଆଯାଉଥିଲା  ତାହା କରନ୍ତୁ । କହିରଖୁଛୁ ଯେ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ  ଯାଇଚନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking