31.1 C
Bhubaneswar
Sunday, March 15, 2026
Homeଓଡିଶାହାତୀ ଆକ୍ରମଣରେ ଗଲା ଗଜସାଥିଙ୍କ ଜୀବନ

ହାତୀ ଆକ୍ରମଣରେ ଗଲା ଗଜସାଥିଙ୍କ ଜୀବନ

କଣ୍ଟାବାଞ୍ଜି: ହାତୀ ଆକ୍ରମଣରେ ଗଲା ବନ କର୍ମଚାରୀଙ୍କ ଜୀବନ। ବଲାଙ୍ଗୀର କଣ୍ଟାବାଞ୍ଜି ରେଞ୍ଜ ଢୋଲମଣ୍ଡଳ ସେକ୍ସନର ବାନ୍ଧନପାଲି ଗାଁ ନିକଟରେ ଏକ ହାତୀକୁ ଘଉଡାଇବାକୁ ବନ ବିଭାଗ ଟିମ୍ ଚେଷ୍ଟା କରୁଥିଲା। ହଠାତ୍ ହାତୀଟି ବନ କର୍ମଚାରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଆକ୍ରମଣରେ ପାରା ସ୍କ୍ଵାର୍ଡ ପ୍ରଶାନ୍ତ ନାୟକ , ଗଜସାଥି ରୁପେଶ ଛତ୍ରିଆ ଓ ବନ କର୍ମଚାରୀ ତାରେଶ୍ଵର ରଣା ଗୁରୁତର ଆହତ ହୋଇଥିଲେ। ୩ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗଜସାଥି ରୂପେଶ ଛତ୍ରିଆଙ୍କର ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking