27.1 C
Bhubaneswar
Wednesday, November 20, 2024
Homeଓଡିଶା ତେଲ ଲଗାଇବା ଦ୍ୱାରା କେଶ ଝଡିବା ବନ୍ଦ ହୋଇଯାଏ କି ? ଆସନ୍ତୁ ଜାଣିବା..

 ତେଲ ଲଗାଇବା ଦ୍ୱାରା କେଶ ଝଡିବା ବନ୍ଦ ହୋଇଯାଏ କି ? ଆସନ୍ତୁ ଜାଣିବା..

ଭୁବନେଶ୍ୱର : ଲୋକମାନେ ବିଶ୍ୱାସ କରନ୍ତି ଯେ, କେଶରେ ତେଲ ଲଗାଇବା ଦ୍ୱାରା କେଶ ଝଡିବା ବନ୍ଦ ହୋଇଯାଏ । ଦିଲ୍ଲୀର ହେୟାର  ଟ୍ରାନ୍ସପ୍ଲାଣ୍ଟ ସର୍ଜନ ତଥା ଗୌରାଙ୍ଗ କୃଷ୍ଣ  ଏକ ପୋଡକାଷ୍ଟରେ କହିଛନ୍ତି, ଯଦି ଆମେ ସୋରିଷ ତେଲ , ନଡିଆ ତେଲ, ଅଁଳା ଏଥିରେ କୌଣସି ଔଷଧୀୟ ଗୁଣ ନାହିଁ  । ମୁଣ୍ଡରେ ତେଲ  ଲଗାଇ ମସାଜ କରିବା ଦ୍ୱାରା  ଆରାମ ମିଳିଥାଏ ଏବଂ ରକ୍ତ ପ୍ରବାହ ମଧ୍ୟ ବଢିଥାଏ  । ଦ୍ୱିତାୟ କଥା ହେଉଛି , ଆୟୁଜ୍ମେଦିକ ତେଲ ଯେଉଁଥିରେ  ଭ୍ରୁଙ୍ଗରାଜ , ପିଆଜ , କାଷ୍ଟର ତେଲ ଏହା କିଛି ସାମାନ୍ୟ  କେଶ ଉତ୍ତେଜନା ସୃଷ୍ଟିି କରିପାରେ । କେଶରେ ନିୟମିତା ତେଲ ଲଗାଇଲେ କେଶର ଶୁଷ୍କତା କମିଯାଏ ।ତେଲରେ ଫ୍ୟାଟି ଏସିଡ ଥାଏ ଯାହା କେଶରେ ଲିପିଡ ବଦଳାଇବାରେ  ସାହାଯ୍ୟ କରିଥାଏ । ରାସାୟନିକ ଚିକିତ୍ସା  କିମ୍ବା  ପ୍ରଦୂଷଣ  ହେତୁ  କେଶ ଝଡେ । ପରେ ତେଲ ଲଗାଇବା ଦ୍ୱାରା  କେଶ ପୁନରୁଦ୍ଧାର ହୋଇଥାଏ । ତେଲ କେଶକୁ ମଜବୁତ କରିବାରେ ସାହାଯ୍ୟ କରେ । ରାତିରେ କେଶରେ ତେଲ  ଲଗାଇଲେ ଏହା ଅଧିକ  ଲାଭଦାୟକ ହୋଇଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking