24.1 C
Bhubaneswar
Wednesday, February 4, 2026
Homeଓଡିଶାନିଆଁଲାଗି ଜଳିଗଲା ୨ ଦୋକାନ

ନିଆଁଲାଗି ଜଳିଗଲା ୨ ଦୋକାନ

ପିପିଲି: କଣାସ ବ୍ଲକ ଗୋପୀନାଥପୁର ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ୨ ଟି ଦୋକାନ ଜାଳି ଯାଇଥିବା ବେଳେ, ପାସେଞ୍ଜର ଅଟୋ ମଧ୍ୟ ଜଳିଯାଇ ଥିବାର ସୂଚନା ରହିଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ କାହାର କିଛି କ୍ଷତି ଘଟି ଥିବା ନେଇ ଏ ଯାଏଁ କୌଣସି ସୂଚନା ମିଳି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking