25.1 C
Bhubaneswar
Friday, October 25, 2024
Homeଓଡିଶାପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

ବ୍ୟୁରୋ : ବାତ୍ୟା ଦାନା ପ୍ରଭାବରେ  ସାତଭାୟାରେ ଜଳ ପ୍ରଳୟ ସୃା୍‌ଟି ହୋଇଛି । ଗାଁର ଅଧିକାଂଶ  ଲୋକଙ୍କ ଘରେ ପାଣି ପଶିଛି । ରାସ୍ତାରେ ବର୍ଷା ପାଣି   ଲହଡି ଭାଙ୍ଗୁଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ବଗପଟିଆରେ ପହଂଚି ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା ଅଞ୍ଚଳକୁ ବୁଲି  କ୍ଷୟକ୍ଷତିର ସମୀକ୍ଷା ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking