25.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଟ୍ରେନ୍‌ ଦୁର୍ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଟ୍ରେନ୍‌ ଦୁର୍ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଚେନ୍ନାଇ : ତାମିଲନାଡ଼ୁର ତିରୁବଲ୍ଲୁରରେ ଶୁକ୍ରବାର ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା ଏକ୍ସପ୍ରେସ ଟ୍ରେନ୍‌। ତେବେ କିଭଳି ହେଲା ଏହି ଦୁର୍ଘଟଣା। ଏଥିପାଇଁ କିଏ ଦାୟୀ। ଏନେଇ ଉଚ୍ଚସ୍ତରୀୟ ତଦନ୍ତ ହେବ। ରେଲଓ୍ୱେ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।

ଦକ୍ଷିଣ ରେଲଓ୍ୱେର ଜେନେରାଲ ମ୍ୟାନେଜର ଆର.ଏନ ସିଂହଙ୍କ କହିବା ମୁତାବକ, ଟ୍ରେନଟି କବରପେଟ୍ଟାଇ ଠାରେ ଅଟକିର ନଥିଲା। ଉକ୍ତ ଷ୍ଟେସନ ଦେଇ ଯିବାର ଥିଲା। ଚେନ୍ନାଇ ଛାଡିବା ପରେ ଡ୍ରାଇଭର ମହୀଶୁର-ଦାରବଙ୍ଗା ଏକ୍ସପ୍ରେସ ପାଇଁ ସିଗ୍‌ନାଲକୁ ସଠିକ୍ ଭାବରେ ପାଳନ କରିନଥିଲେ। ଟ୍ରେନ୍ଟି ମୁଖ୍ୟ ଲାଇନକୁ ଯିବା ପରିବର୍ତ୍ତେ ହଠାତ୍ ଲୁପ୍ ଲାଇନରେ ଯାଇଥିଲା। ଏହି କାରଣରୁ ମାଲବାହୀ ଟ୍ରେନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହାର ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking