26.1 C
Bhubaneswar
Saturday, May 30, 2026
Homeଓଡିଶାଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା

ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା

ଭୁବନେଶ୍ୱର : ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା। ଜୁନ ୧୨ରେ ସରକାର ପୂର୍ତ୍ତିର ଦୁଇ ବର୍ଷ ପୂର୍ବରୁ ବାକି ଥିବା ସମସ୍ତ ନିଯୁକ୍ତି ଶେଷ ହେବ। ନିଗମ ବୋର୍ଡ ମଧ୍ୟ ନିଯୁକ୍ତି ହେବ। ରାଜ୍ୟର ୨୯ଟି ଜିଲ୍ଲାରେ ଓକିଲ ନିଯୁକ୍ତି ଶେଷ ହୋଇଛି କେବଳ ଖୋର୍ଦ୍ଧା ଜିଲ୍ଲାରେ ବାକି ଅଛି। ତାହା ମଧ୍ୟ ଖୁବଶୀଘ୍ର ହୋଇଯିବ। ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ମନମୋହନ ସାମଲ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କେନ୍ଦ୍ରର ନେତା ଏବଂ ଆମେ ବସି ଚିନ୍ତାକରିବୁ କହିଲେ ମନମୋହନ ସାମଲ। ଯେତେବେଳେ ଲାଗିବ ସେତେବେଳେ ମନ୍ତ୍ରୀମଣ୍ଡଳ ସାମ୍ପ୍ରସାରଣ କରାଯିବ। ସଂକଳ୍ପ ପତ୍ରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାର ୮୦ ପ୍ରତିଶତ କାମ କରି ସାରିଲୁଣିବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି। ବାକି ଥିବା କାମ ଦୁଇ ବର୍ଷ ପୂର୍ତ୍ତି ପୂର୍ବରୁ ଶେଷ ହେବ ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking