28.1 C
Bhubaneswar
Saturday, September 12, 2026
Homeଓଡିଶାୟୁନିଟ୍‌-୧ ହାଟରେ BMCର କଡ଼ା କାର୍ଯ୍ୟାନୁଷ୍ଠାନ

ୟୁନିଟ୍‌-୧ ହାଟରେ BMCର କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ ୧ ହାଟ ନିକଟରେ ବିଏମସି ପକ୍ଷରୁ ଗତକାଲି ଉଚ୍ଛେଦ କରାଯାଇଛି । ସରକାରୀ ଜାଗାରେ ଗଢି ଉଠିଥିବା ଭେଣ୍ଡିଜୋନକୁ ଜବରଦଖଲ ମୁକ୍ତ କରିଛି ବିଏମସି । ତେବେ ଆଜି ପୁଣି କିଛି ଉଠା ଦୋକାନୀ ରାସ୍ତା ଉପରେ ବସିଥିବା ନଜରକୁ ଆସିବା ପରେ ବିଏମସୀ ଓ ପୋଲିସ ଟିମ୍ ଦୋକାନୀ ମାନଙ୍କୁ ଉଠାଉଛନ୍ତି । ଖାଲିଥିବା ଜାଗାକୁ ବ୍ୟାରିକେଡ଼ ଲଗା ଯାଉଛି । ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ ପାଇଁ ବିଏମସି ପକ୍ଷରୁ ୫୩ ଟି ନୂଆ ଭେଣ୍ଡିଂ ଜୋନ କରାଯାଇଛି। ହେଲେ ଅନ୍ୟ ଦୋକାନୀ ମାନେ ପୂଜା ସମୟରେ କୁଆଡ଼େ ଯିବୁ ବୋଲି ପ୍ରଶ୍ନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking