25.1 C
Bhubaneswar
Saturday, May 30, 2026
Homeଅପରାଧବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ

ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ

ସୁନ୍ଦରଗଡ଼ : ପୁଅର ନୃଶଂସ କାଣ୍ଡ। ମାଆକୁ ହତ୍ୟା ଉଦ୍ୟମ ବେଳେ ରକ୍ଷା ପାଇଁ ଆସିଲେ ବାପା। ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ, ମାଆ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ କୋଇଡା ଥାନା ଅନ୍ତର୍ଗତ କଦମଡିହି ଗାଁରେ। ଗତକାଲି ରାତିରେ ପାଇଣ୍ଡା ମୁଣ୍ଡାଙ୍କ ପୁଅ ନିଜ ମାଆକୁ ଜୀବନରେ ମାରି ଦେବାକୁ ଉଦ୍ୟମ କରୁଥିଲା। ଇତି ମଧ୍ୟରେ ନିଜ ସ୍ତ୍ରୀ କୁ ବଞ୍ଚାଇବା ପାଇଁ ଯାଉଥିବା ବେଳେ ପୁଅ ଉତ୍ତକ୍ଷିପ୍ତ ହୋଇ ବାପା ପାଇଣ୍ଡା ମୁଣ୍ଡାଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମମ ହତ୍ୟା କରିଥିବା ବେଳେ ମାଆର ହାତ ଭାଙ୍ଗି ଲହୁଲୁହାଣ କରିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking