21.1 C
Bhubaneswar
Saturday, February 14, 2026
Homeଓଡିଶାମିଡିଆକୁ ବିଜ୍ଞାପନ ଦେବାକୁ ହ୍ୱିପ୍ ହୋଇଥିଲା

ମିଡିଆକୁ ବିଜ୍ଞାପନ ଦେବାକୁ ହ୍ୱିପ୍ ହୋଇଥିଲା

 ଭୁବନେଶ୍ୱର : ପୂର୍ବ ସରକାରର ମିଡିଆ ବିରୋଧୀ ମନୋଭାବର ଗୋହି ଖୋଲିଲେ ମୋହନ । ‘ନିର୍ଭୟ’ର ବାର୍ଷିକୋତ୍ସବରେ ଇଙ୍ଗ ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ । ପୂର୍ବ ସରକାରରେ କିଛି ମିଡିଆକୁ ବିଜ୍ଞାପନ ନଦେବାକୁ ହୁଇପ୍ ହୋଇଥିଲା । ସେମାନେ ସରକାରଙ୍କ ଏଚ୍‌ଏମ୍‌ଭି ହେବାକୁ ମନା କରିବାକୁ ମନା କରିବାକୁ ଏମିତି କରିଥିଲେ । ଏବେ ସମୟ ବଦଳିଛି, ଲୋକଙ୍କ ସରକାର କ୍ଷମତାକୁ ଆସିଛନ୍ତି । ଏଠି ମିଡିାକୁ ଧମକ ନାହିଁ କି, କଣ୍ଠରୋଧ କରିବାର ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking