28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶମୋଦୀଙ୍କ ଘରେ ନୂଆ ଅତିଥି

ମୋଦୀଙ୍କ ଘରେ ନୂଆ ଅତିଥି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଘରେ ନୂଆ ଅତିଥି । ତାଙ୍କ ଘରେ ଜନ୍ମ ନେଇଛି ବାଛୁରୀ ସେ ରହୁଥ‌ିବା ଲୋକକଲ୍ୟାଣ ମାର୍ଗ ବାସଭବନକୁ ନୂଆ ଅତିଥ୍ ଆସିବା ନେଇ ଟ୍ଵିଟ୍ କରି ଖୁସି ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦୀ । ଏହି ବାଛୁରୀର ନାଁ ‘ଦୀପଜ୍ୟୋତି’ ରଖାଯାଇଥୁବା ମୋଦୀ ଟ୍ଵିଟରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଥିବା ଗାଈ ଏହି ବାଛୁରୀକୁ ଜନ୍ମ ଦେଇଛି। ଏବଂ ବାଛୁରୀର କପାଳରେ ଜ୍ୟୋତି ଚିହ୍ନ ଥିବାରୁ ବାଛୁରୀର ନାମ ଦୀପଜ୍ୟୋତି ରଖୁଛନ୍ତି ମୋଦୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking