31.1 C
Bhubaneswar
Friday, February 13, 2026
Homeଦେଶ ବିଦେଶସିବିଆଇ ପରେ ସନ୍ଦୀପ ଘୋଷଙ୍କ ଘରେ ଇଡି

ସିବିଆଇ ପରେ ସନ୍ଦୀପ ଘୋଷଙ୍କ ଘରେ ଇଡି

ପଶ୍ଚିମବଙ୍ଗ : ମନି ଲଣ୍ଡ୍ରିଂ ମାମଲାରେ ସନ୍ଦିପ ଘୋଷଙ୍କ ଘରେ ଇଡି ରେଡ । ଆରଜି କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଘରେ ରେଡ୍ । କିଛି ଦିନ ତଳେ ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ଗିରଫ କରିଥିଲା ସିବିଆଇ । କୋଲକତା ଅଭୟା ମାମଲାରେ ବିବାଦୀୟ ଅଛନ୍ତି ସନ୍ଦୀପ ଘୋଷ ।

ରାସ୍ତା ମଝିରେ ମହିଳାଙ୍କୁ ଓଲା ଡ୍ରାଇଭରଙ୍କ ଦୁର୍ବ୍ୟବହାର

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking