ରାସ୍ତା ମଝିରେ ମହିଳାଙ୍କୁ ଓଲା ଡ୍ରାଇଭରଙ୍କ ଦୁର୍ବ୍ୟବହାର

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଅଘଟଣ । ମହିଳାଙ୍କୁ ଓଲା ଅଟୋ ଡ୍ରାଇଭରଙ୍କ ଦୁର୍ବ୍ୟବହାର। ସେ ମହିଳାଙ୍କୁ ଚାପୁଡ଼ା ମଧ୍ୟ ମାରିଛନ୍ତି । ଓଲା ଆପ୍‌ ଜରିଆରେ ମହିଳା ଜଣଙ୍କ କରିଥିବା ଅଟୋ ବୁକିଂକୁ ବାତିଲ କରିଦେବାରୁ ତାଙ୍କ ସହ ଡ୍ରାଇଭର ଜଣଙ୍କ ଏପରି କାଣ୍ଡ ଘଟାଇଛନ୍ତି। ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଅଟୋ ଡ୍ରାଇଭର ଜଣଙ୍କ ମହିଳାଙ୍କ ସହ ଯୁକ୍ତି ତର୍କ କରୁଛନ୍ତି। ଏଥିସହ ତାଙ୍କ ମୋବାଇଲ ଫୋନ ଛଡ଼ାଇ ନେବାକୁ ଚେଷ୍ଟା … Continue reading ରାସ୍ତା ମଝିରେ ମହିଳାଙ୍କୁ ଓଲା ଡ୍ରାଇଭରଙ୍କ ଦୁର୍ବ୍ୟବହାର