31.3 C
Bhubaneswar
Wednesday, July 1, 2026
Homeଓଡିଶାପୁଣି ସାଲିଆସାହିରେ ଚାଲିଲା ବୁଲ୍‌ଡୋଜର

ପୁଣି ସାଲିଆସାହିରେ ଚାଲିଲା ବୁଲ୍‌ଡୋଜର

ଭୁବନେଶ୍ୱର : ଭୁବନେଶ୍ୱର ସାଲିଆସାହିରେ ପୁଣି ରେଡ୍‌ । ସାଲିଆସାହି ନୀଳଚକ୍ର ନଗରମୁଣ୍ଡା ସାହି ହାଟରେ ଭୁବନେଶ୍ୱର ଅବକାରୀ ଟିମ୍‌ ପକ୍ଷରୁ ପୁଣି ଥରେ ଚଢାଉ କରାଯାଇଛି । ଏହି ଚଢାଉରେ ବିପୁଳ ପରିମାଣର ମଦ ଜବତ ହୋଇଛି । ଖବର ଅନୁଯାୟୀ, ଗୁରୁବାର ଦିନ ସକାଳୁ ସକାଳୁ ଅବକାରୀ ବିଭାଗର ଏଟ ଟିମ୍‌ ସାଲିଆସାହି ନୀଳଚକ୍ର ମୁଣ୍ଡା ସାହିରେ ଚଢାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ଦେଶୀ ଚାଉଳି ମଦ ଜବତ ହୋଇଛି । ଏପିରିକି ଦେଶୀ ମଦର ଆଡ୍ଡାସ୍ଥଳୀକୁ ଜେସିବି ଲଗାଇ ଭାଙ୍ଗୁଛି ଅବକାରୀ ବିଭାଗ । ବର୍ତ୍ତମାନ ଯାଏଁ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିସାରିଛି ଅବକାରୀ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking