ଭୁବନେଶ୍ୱର : ଆଳୁ ସଙ୍କଟ ପ୍ରସଙ୍ଗ ; ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ପ୍ରତିକ୍ରିୟା । ଆଳୁ ଆସୁଛି, ଖୁବ୍ ଶୀଘ୍ର ଟ୍ରେନରେ ପହଂଚିବ । ଗତକାଲିଠାରୁ ୨୦ ଟଙ୍କାରେ ମିଳୁଛି ଆଳୁ । ନାଫେଡ ଜରିଆରେ ପର୍ଯ୍ୟାପ୍ତ ଆଳୁ ଦିଆଯିବ । ନାଫେଡ ଜରିଆରେ ପ୍ରତିଦିନ ଦୁଇ ଦୁଇ ଟ୍ରିପ ପିଆଜ ବି ଆସିବ । ଯେଉଁ ରାଜ୍ୟରେ କମ୍ ଦାମରେ ମିଳିବ, ସେଠାରୁ ଅଣାଯିବ ।










