29.9 C
Bhubaneswar
Saturday, June 27, 2026
Homeଓଡିଶାନେପାଳ : ନଦୀକୁ ଖସିଲା ଭାରତୀୟ ଯାତ୍ରୀ ବସ୍

ନେପାଳ : ନଦୀକୁ ଖସିଲା ଭାରତୀୟ ଯାତ୍ରୀ ବସ୍

କାଠମାଣ୍ଡୁ : ନେପାଳରେ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ୪୦ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବସ୍ ନଦୀରେ ଖସିପଡିଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଅନେକ ଲୋକଙ୍କର ମୃତ୍ୟୁ ହେବାର ସମ୍ଭାବନା ଅଛି । ନେପାଳ ପୋଲିସର ଅଧିକାରୀ କହିଛନ୍ତି ଯେ ୪୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ତାନାହୁନ୍ ଜିଲ୍ଲାର ମାର୍ସାଙ୍ଗଡି ନଦୀରେ ଖସିପଡିଛି। ଜିଲ୍ଲା ପୋଲିସ କାର୍ଯ୍ୟାଳୟ ତାନାହୁନର ଡିଏସପି ଦୀପକମାର ରାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନମ୍ବର ପ୍ଲେଟ ୟୁପି ଏଫଟି ୭୬୨୩ ଥିବା ବସ୍ ନଦୀରେ ଖସିପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking