26.1 C
Bhubaneswar
Wednesday, January 15, 2025
Homeଓଡିଶାବୁଡ଼ିଲା ପୋଲ; ଯାତାୟାତ ଠପ

ବୁଡ଼ିଲା ପୋଲ; ଯାତାୟାତ ଠପ

ମାଲକାନଗିରି:  ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ବୁଡ଼ିଲା ପୋଲ । କାଙ୍ଗୋରୁକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ୩ ଫୁଟ ଉଚ୍ଚତାର ପାଣି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତକିଛି ଦିନ ହେଲାଣି ମାଲକାନଗିରିରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ତଳି ଅଂଚଳରେ ପାଣି ଜମିବା ସହ ଜାତୀୟ ରାଜପଥ ଉପରେ ମଧ୍ୟ ପାଣି ଜମି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking