31.9 C
Bhubaneswar
Thursday, June 11, 2026
Homeଓଡିଶାଆମ୍ବୁଲାନ୍ସରୁ ତେଲ ସରିବାରୁ ରୋଗୀ ମୃତ !

ଆମ୍ବୁଲାନ୍ସରୁ ତେଲ ସରିବାରୁ ରୋଗୀ ମୃତ !

ଭୁବନେଶ୍ୱର: ତେଲ ପାଇଁ ବଡ ଅଘଟଣ । ଅଧା ବାଟରେ ଆମ୍ବୁଲାନ୍ସ ସରିଯିବା ଫଳରେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।କେନ୍ଦ୍ରାପଡା ଅଞ୍ଚଳରେ ଜଣେ ଯୁବକ ବିଷ ପିଇ ଗୁରୁତର ହେବାରୁ ପରିବାର ଲୋକେ କଟକ ଏସସିବି ମେଡିକାଲକୁ ଆଣିଥିଲେ। ତେବେ ସେଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଯିବାବେଳେ କାଠଯୋଡୀ ନଦୀ ବ୍ରିଜ ଉପରେ ହଠାତ ପେଟ୍ରୋଲ ଶେଷ ହୋଇଯାଇଥିଲା ଫଳରେ କିଛି ସମୟ ପରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏମିତିକି ଆମ୍ବୁଲାନ୍ସ ରୁ ଅକ୍ସିଜେନ ବି ଶେଷ ହୋଇଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking