34.1 C
Bhubaneswar
Saturday, May 9, 2026
Homeଦେଶ ବିଦେଶମାଖନଲାଲଙ୍କ ପାଦ ଛୁଇଁଲେ ମୋଦି

ମାଖନଲାଲଙ୍କ ପାଦ ଛୁଇଁଲେ ମୋଦି

ନୂଆଦିଲ୍ଲୀ: ଶପଥ ସମାରୋହରେ ମାଖନଲାଲଙ୍କ ପାଦ ଛୁଇଁଲେ ମୋଦି । ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହଯୋଗୀ ଥିଲେ ୯୮ ବର୍ଷୀୟ ମାଖନଲାଲ । ଆଜି ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ । କୋଲକାତା ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ଉତ୍ସବ ପାଳନ କରାଯିବ । ଶୁଭେନ୍ଦୁଙ୍କ ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି , ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ସାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନଡିଏ ଶାସିତ ରାଜ୍ୟାର ସବୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉପସ୍ଥିତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking