34.1 C
Bhubaneswar
Friday, May 15, 2026
Homeଓଡିଶାପର୍ଯ୍ୟାପ୍ତ ପରିମାଣର ତେଲ ଅଛି: ଆଇଓସିଏଲ ସିଜିଏମ

ପର୍ଯ୍ୟାପ୍ତ ପରିମାଣର ତେଲ ଅଛି: ଆଇଓସିଏଲ ସିଜିଏମ

ଭୁବନେଶ୍ୱର: ବିଭିନ୍ନ ତୈଳ କମ୍ପାନୀର ଅଧିକାରୀଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ । ଲୋକସେବା ଭବନରେ ତୈଳ ସଙ୍କଟକୁ ନେଇ ଆଲଚନା । ବୈଠକ ପରେ ଆଇଓସିଏଲ ସିଜିଏମ କମଲ ସିଲ ସୂଚନା ଦେଇଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣ ତେଲ ଅଛି । ଆତଙ୍କିତ ହୁଅନ୍ତୁ ନାହିଁ । ତେଲ ପାଇଁ ଲୋକେ ଭୟଭୀତ ନ ହୋଇ ଆବଶ୍ୟକ ଅନୁସାରେ କିଣନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking