31.1 C
Bhubaneswar
Sunday, September 13, 2026
Homeଓଡିଶାବସ୍ ଚକା ତଳେ ୬ ବର୍ଷର ଶିଶୁର ଜୀବନ ଗଲା: ଘଟଣାସ୍ଥଳରେ ଉତ୍ତେଜନା

ବସ୍ ଚକା ତଳେ ୬ ବର୍ଷର ଶିଶୁର ଜୀବନ ଗଲା: ଘଟଣାସ୍ଥଳରେ ଉତ୍ତେଜନା

ଗଞ୍ଜାମ: ଗଞ୍ଜାମ ବଡ଼ଗଡ଼ ଥାନା ଢଉପଦା ଗାଁରେ ଅଭାବନୀୟ ଘଟଣା । ବସ୍ ଚକା ତଳେ ଚାପି ହୋଇ ୬ ବର୍ଷର ଶିଶୁର ଜୀବନ ଯାଇଛି । ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି । ଦୁର୍ଘଟଣା ପରେ ଉତ୍ୟକ୍ତ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ଫଳରେ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି । ଉତ୍ତ୍ୟକ୍ତ ଲୋକଙ୍କୁ ଆସିକା ଏସ୍‌ଡିପିଓ ବୁଝାସୁଝା କରି ରାସ୍ତାରୋକ ହଟାଇବାକୁ ଉଦ୍ୟମ କରିଛନ୍ତି । ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking