ଭୁବନେଶ୍ୱର : +୨ ଖାତା ଦେଖା ପ୍ରସଙ୍ଗରେ ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା । ମାର୍ଚ୍ଚ ୨୨ରୁ ମୂଲ୍ୟାୟନ ଆରମ୍ଭ ହେବ କହିଲେ ପରୀକ୍ଷା ନିୟନ୍ତ୍ରକ । ମାର୍ଚ୍ଚ ୨୨ରୁ ମୂଲ୍ୟାୟନ, ଦୁଇଟି ପର୍ଯ୍ୟାୟରେ ହେବ । ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ । ଏପ୍ରିଲ ୪ରୁ ଏପ୍ରିଲ ୧୫ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ।