27.1 C
Bhubaneswar
Saturday, July 27, 2024
Homeଓଡିଶାସିଏଚଏସଇ ପରୀକ୍ଷା : ପିଲା ପାଇବେ ଗ୍ରେସମାର୍କ

ସିଏଚଏସଇ ପରୀକ୍ଷା : ପିଲା ପାଇବେ ଗ୍ରେସମାର୍କ

ଭୁବନେଶ୍ୱର : ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକଙ୍କ ସୂଚନା । ମୋଟ ୧୯ ନମ୍ବର ଚଏସ୍ ଡେଫିସିଟ୍ ରହିଛି କହିଲେ ପରୀକ୍ଷା ନିୟନ୍ତ୍ରକ । ଯେଇଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ ଗ୍ରେସ୍ ମାର୍କ ପାଇବେ । ଆଟେମ୍ପ୍‌ଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବ ନାହିଁ । ଯେତିକି ଚଏସ ଡେଫିସିଟ୍ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ, ପୂରା ମାର୍କ ପାଇବେ । ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ୍ ମାର୍କ ମିଳିବ ନାହିଁ । ଗୋଟିଏ ପ୍ରଶ୍ନ ଆଫଟ ଅଫ ସିଲାବସ୍ ; ତାହାର ପୂରା ମାର୍କ ସମସ୍ତେ ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking