ଯାଜପୁର: ଯାଜପୁର ଝାଡାବାନ୍ତି , ଡାଇରିଆ ନେଇ ରିପୋର୍ଟ ଆସିଛି । ଏନେଇ ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ସଚିବ ଅଶ୍ୱତି ଏସ । ଘଟଣାସ୍ଥଳରେ ଡାକ୍ତରୀ ଟିମ ଯାଇ ପହଞ୍ଚି ସାରିଛି । ଟିମରେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟ , ଖାଦ୍ୟ ନିରାପତ୍ତା ଅଧିକାରୀ । କାହିଁକି ଡାଇରିଆ ବ୍ୟାପିଲା ଅନୁଧ୍ୟାନ କରୁଛନ୍ତି ଟିମ । ଚିକିତ୍ସା ପାଇଁ ଅତିରିକ୍ତ ମେଡିକାଲ ଟିମ ପଠାଯାଉଛି ।