ସିଏଚଏସଇ ପରୀକ୍ଷା : ପିଲା ପାଇବେ ଗ୍ରେସମାର୍କ
ଭୁବନେଶ୍ୱର : ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକଙ୍କ ସୂଚନା । ମୋଟ ୧୯ ନମ୍ବର ଚଏସ୍ ଡେଫିସିଟ୍ ରହିଛି କହିଲେ ପରୀକ୍ଷା ନିୟନ୍ତ୍ରକ । ଯେଇଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପ୍ଟ ନେଇଥିବେ ଗ୍ରେସ୍ ମାର୍କ ପାଇବେ । ଆଟେମ୍ପ୍ଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବ ନାହିଁ । ଯେତିକି ଚଏସ ଡେଫିସିଟ୍ ପ୍ରଶ୍ନ ଆଟେମ୍ପ୍ଟ ନେଇଥିବେ, ପୂରା ମାର୍କ ପାଇବେ । ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ୍ ମାର୍କ … Continue reading ସିଏଚଏସଇ ପରୀକ୍ଷା : ପିଲା ପାଇବେ ଗ୍ରେସମାର୍କ
Copy and paste this URL into your WordPress site to embed
Copy and paste this code into your site to embed