ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ । ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା ନେଇ ବୈଠକରେ ବିସ୍ତୃତ ଆଲୋଚନା । ଭକ୍ତ ମାନଙ୍କୁ ନେଇ ସ୍ନାନ ଯାତ୍ରା ଓ ରଥ ଯାତ୍ରା ଦେବାକୁ ଥିବାରୁ ବିଚାର ବିମର୍ଶ ।