ନୟାଗଡ: ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ସହ ୨୦ ହଜାର ଟଙ୍କା ଜରିମାନା ଦିଆଯାଇଛି । ଦୋଷୀ ଜିତେନ୍ଦ୍ର ମହାରଣା ଙ୍କୁ ଦଣ୍ଡାଦେଶ କଲେ ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ । ୨୦୧୯ ଫତେଗଡ ଥାନା ଅଂଚଳରେ ନାବାଳିକା ଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ । ପୀଡିତାଙ୍କୁ ଦେଢ ଲକ୍ଷ କ୍ଷତିପୂରଣ ପାଇଁ ଜିଲ୍ଲା ଆଇନ ପ୍ରାଧିକରଣ କୁ ନିର୍ଦ୍ଦେଶ ।