34.1 C
Bhubaneswar
Saturday, April 27, 2024
Homeକରୋନା ଓଡିଶାଟିକା କେନ୍ଦ୍ର ରେସାମାଜିକ ଦୂରତାକୁ ଭୁଲି ଯାଉଛନ୍ତି

ଟିକା କେନ୍ଦ୍ର ରେସାମାଜିକ ଦୂରତାକୁ ଭୁଲି ଯାଉଛନ୍ତି

ଯାଜପୁର : କୋରେଇ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଶଂଖଚିଲା ସ୍ଵାସ୍ଥ୍ୟକେନ୍ଦ୍ରରେ ଆଜି ସକାଳର ଦୃଶ୍ୟ. ବୟସ୍କ ମାନେ ରାତ୍ରି ଦୁଇଟା ଠାରୁ ଆସି ଅପେକ୍ଷା କରିବା ପରେ କରୋନା ଟିକା ପାଇଁ ଏଭଳି ଅବବ୍ୟସ୍ଥା ଲୋକ ମାନେ ଟିକା ନେବାକୁଆସି ହଟ ହଟା ହେବାକୁ ପଡ଼ିଥିଲାସ୍ୱାସ୍ଥ୍ୟ କର୍ମଚାରୀମାନଙ୍କବିଶୃଂଖଳିତ ଆଚରଣ ଓ ଖାମଖିଆଲି ମନୋଭାବ କରୋନାରୋଗକୁଏପରି ପରିସ୍ଥିତି ଉପୁଜି ଥିବା ର କୁହାଯାଉଛି କମ୍ ଟୀକା କୁ ଲୋକ ଅଧିକ ହୋଇ ପଡି ଥିଲେ। ସାମାଜିକ ଦୃରତ। କୁ ଭୁଲି ଯାଇଥିଲେ । ଅନେଙ୍କ ମୁଁହ ରେ ମାକ୍ସ ନଥିଲା ଏହି ଦୃଶ୍ୟଭିଡି ଓ ଭାଇ ରାଲ ରେ ଘୁରି ବୁଲୁଛି। ଲୋକ ମ। ଙ୍କମଧ୍ୟ ରେ କେହିକରୋନା ପୋଜେଟିଭି ଥିବେ ଅବସ୍ଥାକଣ ହେବତାହା ପ୍ରଶ୍ନବାଚୀ ଡାକ୍ତରଖାନ। କର୍ତ୍ରୁ ପକ୍ଷ ଟିକା ଦେବା ନାମ ରେ କରୋନାବାଣ୍ଟୁନାହିଁତ ବୋଲି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କିମାରିଛି, ଆମ୍ଭେ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଯୋଦ୍ଧା କହୁଥିବା ବେଳେ ଏହିଭଳି କିଛି ସ୍ଵାସ୍ଥ୍ୟକର୍ମୀଙ୍କ ପାଇଁ ସମଗ୍ର ସ୍ଵାସ୍ଥ୍ୟ ବିଭାଗରେ ସ୍ଵାସ୍ଥ୍ୟକର୍ମୀଙ୍କର ସମ୍ମାନ ହାନି ହେଉଛି ବୋଲି ସ୍ଥାନୀୟ ଅଧିବାସୀମାନେ ମତବ୍ୟକ୍ତ କରିଛନ୍ତି ।.
ଏଥିରୁ ସ୍ପଷ୍ଟ ଅନୁମାନ କରିହେଉଛି ଯେ କରୋନା ଟିକା ବଦଳରେ କରୋନା ରୋଗ ବଣ୍ଟାଯାଉଛି.ଏଥିପ୍ରତି ଜିଲ୍ଲା ପ୍ରଶାସନ ଦେବାକୁ ଅନୁରୋଧ . କରା ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking