32.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗଡ଼ଙ୍ଗାବୁଡି ୬ ଲୋକ ମୃତ

ଡ଼ଙ୍ଗାବୁଡି ୬ ଲୋକ ମୃତ

ନୂଆଦିଲ୍ଲୀ :ରାଜସ୍ଥାନ ରେ ଏକ ବଡ ଅଘଟଣ ଘଟିଯାଇଛି । ରାଜସ୍ଥାନର ବୂନ୍ଦିରେ ଥିବା ଚମ୍ବଲ ନଦୀରେ ଏକ ଡଙ୍ଗା ବୁଡି ୬ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହି ଡଙ୍ଗାରେ ୪୫ ଜଣ ଲୋକ ଯାଉଥିଲେ ବୋଲି ସୂଚନା ରହିଛି । ତେବେ ନଦୀରୁ ୨୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୃତକଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରିଛନ୍ତି। କଲେକ୍ଟର ଏବଂ ଏସପି ଘଟଣାସ୍ଥଳରେ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଡଙ୍ଗାବୁଡି ଦୁର୍ଘଟଣା ଇଟାୱା ସହର ସହ ଜଡ଼ିତ ଖାତୋଲି ନିକଟରେ ହୋଇଛି। ଏହି ଡଙ୍ଗାରେ 45 ଜଣ ଲୋକଙ୍କ ବ୍ୟତୀତ 14ଟି ବାଇକ ଥିଲା। ଅଧିକ ଓଜନ ହେବାରୁ ଡଙ୍ଗାଟି ବୁଡି ଯାଇଥିବା କୁହାଯାଉଛି। ଏହି ଘଟଣାକୁ ନେଇ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଚିନ୍ତା ପ୍ରକଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking